Wednesday, June 18, 2025

ଗୋଳବାଇ ଦଶଦୋଳ ଯାତ୍ରାରେ ଖେଳିବ ଯାଜ୍ଞସେନୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ଭଗବତୀ ମେଳଣ ପଡ଼ିଆରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଦଶଦୋଳ ଯାତ୍ରା। ୨୪ ତାରିଖରେ ଠାକୂର ଜମିବା ସହ ରାତିରେ ବିରାଟ ପଟୁଆର ସହିତ ଗ୍ରାମ ପରିକ୍ରମା କରିବେ। ଏହାପରେ ୩ ଦିନ ଧରି ଆୟୋଜିତ ହେବ ଖୋର୍ଦ୍ଧା ଜିଲ୍ଲା ପ୍ରସିଦ୍ଧ ଗୋଳବାଇ ଦଶଦୋଳ ଯାତ୍ରା। ଏହି ଅବସରରେ ୨୫ ତାରିଖ ରାତିରୁ ୩ ଦିନ ଧରି ମେଳଣ ପଡ଼ିଆରେ ଖେଳିବ ଓଡ଼ିଶାର ସୁପରିଚିତ ଯାତ୍ରାପାର୍ଟି ଯାଜ୍ଞସେନୀ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles