ମୃତ୍ୟୁ ବି ଏମିତି ଆସେ ..। ହଁ ଆଜ୍ଞା ମୃତ୍ୟୁ ଚିରନ୍ତନ ସତ୍ୟ। ମୃତ୍ୟୁ କେତେବେଳେ କେଉଁ ବାଟରେ ଆସେ, ତାହା କହି ହୁଏ ନାହିଁ। ଦେଖନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ। ବ୍ୟକ୍ତି ଜଣଙ୍କ ନିଜ ପରିବାର ସହ ହୋଟେଲରେ ବସି ଖାଇବା ପାଇଁ ବରାଦ କଲେ। ଖାଇବା ଆସିବା ଭିତରେ ବ୍ୟକ୍ତି ଜଣଙ୍କ ମୋବାଇଲରେ କାହା ସହିତ ସ୍ବଭାବିକ ଭାବରେ କିଛି ସମୟ କଥା ହେଲେ। ଏହା ଭିତରେ ଟେବୁଲ ଉପରେ ଆସି ଖାଦ୍ୟ ପହଞ୍ଚିଗଲା। ତେବେ ବ୍ୟକ୍ତି ଜଣଙ୍କ ଖାଇବା ଆରମ୍ଭ କରିବା ପୂର୍ବରୁ ସେହି ସ୍ଥାନରେ ଟଳି ପଡ଼ିଲେ। ସତରେ, ମୃତ୍ୟୁ କେତେବେଳେ କେଉଁ ବାଟରେ ଆସେ କହି ହୁଏ ନାହିଁ। ଦେଖନ୍ତୁ ଏହି ଭିଡିଓ ..