ଅଦ୍ଯ ବିଛା ଦି୨୫ନ, ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ଦ୨।୧୨ ଦିଘ୭।୭,ବିଶାଖା ଦ୧୬।୨୩ଦିଘ୧୨।୪୭,ତୁଳା ଚନ୍ଦ୍ର ଦ୧୦।୧୧ ପ୍ରାଘ ୬।୪୨। ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୪/୩୩/୦୦ ଇଂଘ ୬/୧୪/୦୪ ଗତେ ଉଦୟ*ବୃଷ ଦ୪/୨୪|୪୨|ଇଂଘ୫|୦୪|୦୦ଗତେ ଅସ୍ତ।
(ଅମୃତ) – ଦିବା ଘ୭।୫୧ ମଧ୍ୟେ ଘ୯।୨୭ ଗତେ ଘ୧୧।୫୧ ମଧ୍ୟେ ରାତ୍ରି ଘ୭।୨୯ ଗତେ ଘ୧୦।୪୧ ମଧ୍ୟେ ଘ୧।୫୩ ଗତେ ଘ୨।୪୧ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି।
ଘାତବାର-ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ
ଘାତଚନ୍ଦ୍ର- ନାସ୍ତି
ବର୍ଜନୀୟ ଖାଦ୍ଯ- ବାଇଗଣ, ବିରି, ଆମିଷଦି ଖାଦ୍ଯ
ଆପଣ ବ୍ୟବସାୟ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ସନ୍ତାନ ସଫଳତାରୁ ସୁଖ ଅନୁଭୂତି ମିଳିବ। ଅଫିସରେ ମହତ୍ତ୍ବପୂର୍ଣ୍ଣ କାମ ପାଇବେ।
ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ପରିବାରରେ ଧାର୍ମିକ ଅନୁଷ୍ଠାନ ଆୟୋଜନ ଲାଗି ପ୍ରସ୍ତୁତି କରିବେ। କାମରେ ଜୀବନସାଥୀ ସହଯୋଗ କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।
ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା ଲାଗି ଚେଷ୍ଟା କରିବେ। ଆଖପାଖର ଲୋକ ଆପଣଙ୍କର ବିରୋଧ କରିବେ।
ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ।
ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଅଫିସରେ ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ ସହ ମିଶିବେ ଯେଉଁମାନେ ଭବିଷ୍ୟତରେ ସାହାଯ୍ୟ କରିବେ।
ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ କାମ ପୂରା ହେବ। ବିବାଦଠୁଁ ଦୂରରେ ରୁହନ୍ତୁ। ନୂଆ କାମର ଯୋଜନା କରିବେ। ଆମଦାନି ଉତ୍ସରେ ବୃଦ୍ଧି ହେବ।
ଆର୍ଥିକ ପକ୍ଷ ସୁଦୃଢ଼ ରହିବ। କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଘରୋଇ ଜିନିଷ କିଣିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତି କରିବେ।
ବେପାର ପାଇଁ କୌଣସି ବଡ଼ କଂପାନି ସହ ଚୁକ୍ତିର ଅବସର ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବେ।
ଆପଣଙ୍କୁ ଧନଲାଭର ମଉକା ମିଳିବ। ନୂଆ କାମର ରୁଚି ବଢ଼ିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ।
ଶୁଭ ଖବର ପାଇବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ପରିବର୍ତ୍ତନ ପାଇଁ ଭାବିବେ। ଅଫିସରେ ବାତାବରଣ ଟିକେ ଅଲଗା ରହିବା ଯୋଗୁଁ କାମ ପୂରା କରିବାକୁ ସମୟ ଲାଗିବ।
ଜ୍ୟୋତିର୍ବିଦ୍ ଆଚାର୍ଯ୍ୟ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର ପଞ୍ଚବଟୀ ଆଶ୍ରମ, ହରିଡାମଡା, ମେଣ୍ଢାଶାଳ, ଖୋର୍ଦ୍ଧା- ୭୫୨୦୫୪
ଦୂରଭାଷ- ୯୪୩୭୦୪୪୯୪୯