ଯୁଗାଦ୍ଦ -୫୧୨୫, ଶକାବ୍ଦ -୧୯୪୫, ସମ୍ବତ -୨୦୮୦,ଦିଲ୍ଲୀ ସ୍ୱରାଦ୍ଧ- ୧୪୩୧। ସମ୍ବତ୍ସର- ପିଙ୍ଗଳ, ପୌଷମାସ- ଶୁକ୍ଲପକ୍ଷ, ତିଥି- ଅଷ୍ଟମୀ ରାତ୍ରି ଘ ୦୯/୫ ପର୍ଯ୍ୟନ୍ତ ତଦନ୍ତେ ନବମୀ, ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା।
ଚନ୍ଦ୍ର- ମେଷ, ଯୋଗ- ସିଦ୍ଧି, କରଣ – ବିଷ୍ଟି, ସୌରମାସ- ମକର ୦୪ ଦିନ।
ସୁର୍ୟୋଦୟ- ପ୍ରାତଃ ଘ୦୬/୨୮/୧୨, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୦
ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୯/୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ, ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମେଷ ରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭ ରାଶିର ଘାତବାର
କାଳବେଳା ଓ ବାରବେଳା – ଦିବା ଘ୦୨/୪୪ ଗତେ ଘ୦୫/୨୮ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା – ରାତ୍ରି ଘ୧୨/୪୦ ଗତେ ଘ୦୩/୦୪ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୮/୦୪ମଧ୍ୟେ ଓ ଘ୧୨/୧୬ ଗତେଘ୨/୪୦ ମଧ୍ୟେ।