Wednesday, June 18, 2025

୨୦ ଡିସେମ୍ବର ୨୦୨୩ ବୁଧବାର: ଜାଣନ୍ତୁ ଆଜିର ପଞ୍ଚାଙ୍ଗ ଓ ଆପଣଙ୍କ ଆଜିର ରାଶିଫଳ

ଅଦ୍ଯ ଧନୁ ଦି୫ନ, ମାର୍ଗଶୀର ଶୁକ୍ଳ ଅଷ୍ଟମୀ ଦ ୧୩।୨୫ ଦିଘ୧୧।୪୧,ଉତ୍ତରଭାଦ୍ର ଦ୪୪।୮ ରାଘ୧୧।୫୮,ମୀନଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ଧନୁ ଦ୦/୩୬/୨୦ ଇଂଘ୬/୧୯/୨୪ ଗତେ ଉଦୟ।
ମିଥୁନ ଦ୪/୩୭/୦୦ ଇଂଘ୫/୦୭/୪୦ ଗତେ ଅସ୍ତ।
(ଅମୃତ)- ଦିବା ଘ୭।୮ ମଧ୍ୟେ ଘ୭।୫୬ ଗତେ ଘ୮।୪୪ ମଧ୍ୟେ ଘ୧୧।୮ ଗତେ ଘ୧।୩୨ ମଧ୍ୟେ ରାତ୍ରି ଘ୫।୫୮ ଗତେ ଘ୬।୪୬ ମଧ୍ୟେ ଘ୨।୪୬ ଗତେ। (ମାହେନ୍ଦ୍ର)-ଦିବା ଘ୭।୮ ଗତେ ଘ୭।୫୬ ମଧ୍ୟେ ଘ୨।୨୦ ଗତେ ଘ୪।୪୪ ମଧ୍ୟେ।

ଘାତବାର- କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ
ଘାତଚନ୍ଦ୍ର-ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ

ବର୍ଜନିୟ ଖାଦ୍ଯ- ଲାଉ, ନଡ଼ିଆ, ଆମିଷାଦି ଖାଦ୍ଯ

ରାଜନୀତିରେ ମନୋକାମନା ପୂରା ହେବ। ବ୍ୟବସାୟରେ ଅଟକିଥିବା ଟଙ୍କା ପାଇବେ। ସାଥୀଙ୍କ ସହ ବୁଲିବାକୁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ।

ବ୍ୟବସାୟରେ ଲାଭ ପାଇଁ ନୂଆ ଚୁକ୍ତିନାମା ହେବ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଓ ଶାନ୍ତି ବଢ଼ିବ।

ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସନ୍ତାନଙ୍କ ପକ୍ଷରୁ ଶୁଭ ସୂଚନା ମିଳିବ।

ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ପ୍ରେମରେ ସଫଳ ହେବେ।

ମିତ୍ରଙ୍କ ସହାୟତାରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ।

ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣକରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ଛାତ୍ରମାନେ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

ମଉଜ ମଜଲିସ ଲାଗି ଅବସର ମିିଳିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସିତ ହେବେ।

ଅନ୍ୟ ଉପରେ ଭରସା କରନ୍ତୁ ନାହିଁ, ଅଶାନ୍ତି ବଢ଼ିବ। ଜୀବନରେ କୌଣସି ପରିବର୍ତ୍ତନ ପାଇଁ ବିଚାର କରିବେ। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ଉନ୍ନତିର ନୂଆ ସାଧନ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଘରେ ଛୋଟ ସମାରୋହର ଆୟୋଜନ କରିପାରନ୍ତି।

ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ସଫଳ ହେବେ।

ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ।

ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଆଶା ପୂରା କରିବାରେ ସଫଳ ହେ‌େବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ।

ଜ୍ୟୋତିର୍ବିଦ୍ ଆଚାର୍ଯ୍ଯ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ: ହରିଡାମଡା,ମେଣ୍ଢାଶାଳ, ଖୋର୍ଦ୍ଧା- ୭୫୨୦୫୪
ଦୂରଭାଷ-୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles