Thursday, June 19, 2025

ଜାନୁଆରୀ ୨୦, ୨୦୨୪ (ଶନିବାର): ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ଯୁଗାଦ୍ଦ-୫୧୨୫, ଶକାବ୍ଦ- ୧୯୪୫, ସମ୍ବତ- ୨୦୮୦, ଦିଲ୍ଲୀ ସ୍ବରାଦ୍ଧ-୧୪୩୧, ସମ୍ବତ୍ସର-ପିଙ୍ଗଳ, ଋତୁ- ଶିଶିର (ପ୍ରଥମ ମାସ), ସୂର୍ଯ୍ୟ- ଉତ୍ତରାୟାଣ। ଶାମ୍ବଦଶମୀ (ସୂର୍ଯ୍ୟପୂଜା)।

ସୁର୍ଯ୍ୟୋଦୟ- ଘ୬/୨୮/୯, ସୂର୍ଯ୍ୟାସ୍ତ- ଘ୫/୨୭/୭। ପୌଷ ମାସ, ଶୁକ୍ଳ ପକ୍ଷ, ଶୌରି ବାସର। ତିଥି- ଦଶମୀ ରାତ୍ରି ଘ୭/୩୩ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ। ନକ୍ଷତ୍ର- କୃତ୍ତିକା ନକ୍ଷତ୍ର ରାତ୍ରି ଘ୩/୪୯ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର। ଚ଼ନ୍ଦ୍ର- ମେଷଚନ୍ଦ୍ର ଦିବା ଘ୯/୪୦ମି ପର୍ଯ୍ୟନ୍ତ ତଦନ୍ତେ ବୃଷଚନ୍ଦ୍ର। ସୌର ଚଳନେ ମକର ଦି୬ନ। ଯୋଗ- ଶୁଭଯୋଗ ଦିବା ଘ୧୨/୨୪ମି ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳଯୋଗ। କରଣ- ତୈତିଳକରଣ ଦିବା ଘ୭/୪୯ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ରାତ୍ରି ଘ୭/୩୩ମି ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୭/୩୩ମି ପରେ ଆଗ୍ନେୟ କୋଣରେ। ଶନିବାର ଦୋଷ ଯାତ୍ରା ନିଷେଧ।
ଚନ୍ଦ୍ରଶୁଦ୍ଧି– ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୯/୪୦ମି ପରେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି। ଘାତଚନ୍ଦ୍ର– ମେଷ ରାଶିର ଏବଂ ଦିବା ଘ୯/୪୦ମି ପରେ ବିଛା ରାଶିର ଘାତଚନ୍ଦ୍ର। ଘାତ ବାର– ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।
ତାରାଶୁଦ୍ଧି- ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୩/୪୯ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ସାମ୍ବତ୍ସରିକ ଶ୍ରାଦ୍ଧ– ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।
ନିଷିଦ୍ଧ ଖାଦ୍ୟ- କଳମ୍ବୀ (କଳମଶାଗ), ରାତ୍ରି ଘ୭/୩୩ମି ଶିମ୍ବିକା (ଶିମ୍ବ) ଭକ୍ଷଣ ନିଷେଧ। ଅଶୁଭ ବେଳା- (କାଳବେଳା) ପ୍ରାତଃ ରୁ ଦିବା ଘ୭/୪୯ମି ମଧ୍ୟେ, ଘ୪/୫ମି ରୁ ଘ୫/୨୭ମି ପର୍ଯ୍ୟନ୍ତ। (ବାରବେଳା) ଦିବା ଘ୧/୨୨ମି ରୁ ଘ୨/୪୪ମି ପର୍ଯ୍ୟନ୍ତ। (କାଳରାତ୍ରି) ସୁର୍ଯ୍ୟାସ୍ତ ରୁ ରାତ୍ରି ଘ୭/୭ମି ମଧ୍ୟେ, ଘ୪/୫୦ମି ରୁ ନିଶାନ୍ତ ଘ୬/୨୮ମି ପର୍ଯ୍ୟନ୍ତ। ଶୁଭ ବେଳା– (ଅମୃତ) ଦିବା ଘ୧୦/୨୮ମି ରୁ ଘ୧/୪୦ମି ମଧ୍ୟେ, ରାତ୍ରି ଘ୭/୫୪ମି ରୁ ଘ୧୦/୧୮ମି ମଧ୍ୟେ, ଘ୧୧/୫୪ମି ରୁ ଘ୧/୩୦ମି ମଧ୍ୟେ, ଘ୨/୮ମି ରୁ ଘ୩/୨୫୪ମି ପର୍ଯ୍ୟନ୍ତ। (ମାହେନ୍ଦ୍ରବେଳା) ନାହିଁ। ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷି ହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ। ରାତ୍ରି ଘ୩/୪୯ମି ପରେ ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି। ଭୂମି ଦାନ ସହିତ ହୋମାଦି ଶାନ୍ତି ବିଧେୟ। ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଶ୍ରୀମତୀ। କନ୍ୟାର ରାତ୍ରି ଘ୩/୪୯ମି ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା, ଦରିଦ୍ରା। ଘୃତପୂର୍ଣ୍ଣ କାଂସ୍ୟପାତ୍ର, ଶୁକ୍ଳବସ୍ତ୍ର , ତିଳ, ତଣ୍ଡୁଳ, ଗୁଡ଼ ଦାନ କରଣୀୟ। ବାର ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ), ରାତ୍ରି ଘ୭/୩୩ମି ଗତେ ବାର ଓ ତିଥି ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)। ଶାନ୍ତି କରଣୀୟ। ଶୁଭକର୍ମ:- ରାତ୍ରି ଘ୩/୪୯ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ୧ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles