Wednesday, June 18, 2025

୨୧ ଡିସେମ୍ବର ୨୦୨୩ ଗୁରୁବାର: ଜାଣନ୍ତୁ ଆଜିର ପଞ୍ଚାଙ୍ଗ ଓ ଆପଣଙ୍କ ଆଜିର ରାଶିଫଳ

ଅଦ୍ଯ ଧନୁ ଦି୬ନ, ମାର୍ଗଶୀର ଶୁକ୍ଳ ନବମୀ ଦ୯।୧୦ ଦିଘ ୧୦।୦,ରେବତୀ ଦ୪୧।୫୦ ରାଘ୧୧।୪,ମୀନଚନ୍ଦ୍ର ଦ୪୧।୫୦ ରାଘ୧୧।୪।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)
ଧନୁ ଦ୦/୪୬/୪୧ ଇଂଘ ୬/୧୯/୫୩ ଗତେ ଉଦୟ।
ମିଥୁନ ଦ୦/୪୮/୦ ଇଂଘ ୫/୦୮/୧୬ ଗତେ ଅସ୍ତ।
ଘାତବାର- ତୁଳା,କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ
ଘାତଚନ୍ଦ୍ର- ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ରାତ୍ର ୧୦ଘ ୧୦ମି ପର୍ଯନ୍ତ, ପରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ
ବର୍ଜନିୟ ଖାଦ୍ଯ- ଲାଉ,ପିତା ଦ୍ରବ୍ଯ, କଳମ ଶାଗ, ଆମିଷାଦି ଖାଦ୍ଯ
(ଅମୃତ) – ଦିବା ଘ୭।୫୭ ମଧ୍ୟେ ଘ୨।୨୧ ଗତେ ଘ ୩।୫୭ ମଧ୍ୟେ ରାତ୍ରି ଘ୫।୫୭ ଗତେ ଘ୯।୯ ମଧ୍ୟେ ଘ୧୧।୩୩ ଗତେ ଘ୨।୪୫ ମଧ୍ୟେ ଘ୩।୩୩ ଗତେ ଘ୫।୯ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି

ପାରିବାରିକ କାମରେ ବ୍ୟସ୍ତ ରହିବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। କିଣାବିକା ପୂର୍ବରୁ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ। ଛାତ୍ରଙ୍କୁ ଭଲ ପରିଣାମ ମିଳିପାରେ।

ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ନୂଆ ଲୋକମାନଙ୍କ ସହିତ ସହିଷ୍ଣୁ ବ୍ୟବହାର ପ୍ରଦର୍ଶନ କରନ୍ତୁ।

ଆଗକୁ ବଢ଼ିବା ଲାଗି କୌଣସି ସୁଯୋଗ ପାଇବେ। ସରକାରୀ କ୍ଷେତ୍ରରେ ଆପଣଙ୍କର ଆଶା ପୂରଣ ହେବ। ନୂଆ ବାହନ କିଣିବା ଲାଗି ଭାବିବେ।

ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ଅଫିସର କୌଣସି କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ରଚନାତ୍ମକ କାମରେ ଲାଭ ପାଇବେ।

ସବୁ କାମ ସହଜରେ ସ˚ପୂର୍ଣ୍ଣ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମିକାଙ୍କ ସହିତ ବାହରକୁ ବୁଲି ଯିବାର ଯୋଜନା କରିବେ।

ଭାଗ୍ୟର ସହଯୋଗ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। କୌଣସି ନୂଆ କାମ କରିବା ଲାଗି ଭାବିବେ। ପାରିବାରିକ ଜୀବନ ସୁଖକର ହେବ।

ମନ ପ୍ରସନ୍ନ ରହିବ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ।

ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରଙ୍କୁ କୌଣସି ପ୍ରୋଜେକ୍ଟ ପାଇଁ ପ୍ରଶଂସା ମିଳିବ।

ନିଜ କାମରେ ଧୢାନ ଦେବାକୁ ଚେଷ୍ଟା କରନ୍ତୁ। ନିଜେ କଥା କହିବା ପୂର୍ବରୁ ଅନ୍ୟର କଥାକୁ ଧୢାନ ଦେଇ ଶୁଣନ୍ତୁ। କାରବାରରେ ବୃଦ୍ଧି ହେବ।

ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।

କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି। କାମ ସମ୍ବନ୍ଧରେ କିଛି ଲୋକ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ।

– ଜ୍ୟୋତିର୍ବିଦ୍ ଆଚାର୍ଯ୍ଯ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ: ହରିଡାମଡା,ମେଣ୍ଢାଶାଳ, ଖୋର୍ଦ୍ଧା- ୭୫୨୦୫୪
ଦୂରଭାଷ-୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles