Thursday, June 19, 2025

୨୫ ଡିସେମ୍ବର ୨୦୨୩ ସୋମବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ ..

ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ।

ଆପଣ ଚିନ୍ତା ମୁକ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ନିକଟ ସ˚ପର୍କିୟଙ୍କ ମାଧୢମରେ ଲାଭ ହେବ।

ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ।

ସ୍ଥଗିତ କାମ ପୂରା ହେବାରୁ ମନ ପ୍ରସନ୍ନ ହେବ। ଅର୍ଥ ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ସୃଜନଶୀଳ କାମରେ ଆପଣଙ୍କର ନାମ ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ଲେଖାପଢ଼ାରେ ପରିଶ୍ରମ କରିବା ଆବଶ୍ୟକ।

ଭାଗ୍ୟ ଆପଣଙ୍କୁ ସାଥ ଦେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ସଫଳ ହେବେ। ରାଜନୀତିରେ ଲାଭଦାୟକ ସ୍ଥିତି ସୃଷ୍ଟି ହେବ।

ପାଖ ଲୋକଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମ ପୂରା ହେବ। ପୁଞ୍ଜି ବଜାରରେ ଲାଭ ପାଇବେ। ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ଗପସପରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।

ସହଯୋଗୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ହେବ। ପ୍ରତିକୂଳ ପରିସ୍ଥିତିର ସାମନା କରିପାରନ୍ତି। ବ୍ୟବସାୟର ବିସ୍ତାର ପାଇଁ ଚିନ୍ତା କରିବେ।

ସାରାଦିନ ଖୁସି ରହିବେ। ରାଜନୀତିରେ ପରିସୀମା ବଢ଼ାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ।

ଅଫିସ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବ୍ୟବସାୟରେ ଅଧିକ ଲାଭ ପାଇବେ। ବିବାହିତ ସୁଖଦ ସମୟ ଅତିବାହିତ କରିବେ।

– ଜ୍ୟୋତିର୍ବିଦ୍ ଆଚାର୍ଯ୍ଯ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ, ହରିଡାମଡା, ମେଣ୍ଢାଶାଳ, ଖୋର୍ଦ୍ଧା- ୭୫୨୦୫୪
ଦୂରଭାଷ- ୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles