Thursday, June 19, 2025

୨୭ ଡିସେମ୍ବର ୨୦୨୩ (ବୁଧବାର): ଜାଣନ୍ତୁ ଆଜିର ପଞ୍ଚାଙ୍ଗ ..

ଯୁଗାଦ୍ଦ -୫୧୨୫, ଶକାବ୍ଦ -୧୯୪୫, ସମ୍ବତ -୨୦୮୦, ଦିଲ୍ଲୀସ୍ୱରାଦ୍ଧ-୧୪୩୧, ସମ୍ବତ୍ସର- ପିଙ୍ଗଳ

ମାର୍ଗଶିର ମାସ- ଶୁକ୍ଳପକ୍ଷ, ତିଥି- ପ୍ରତିପଦ, ନକ୍ଷତ୍ର- ଆଦ୍ରା ରାତ୍ରି ଘ୧୧/୫୩ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ
ଚନ୍ଦ୍ର-ମିଥୁନ, ଯୋଗ- ବ୍ରହ୍ମ
କରଣ – ବାଳବ, ସୌରମାସ- ଧନୁ ୧୨ ଦିନ

ସୁର୍ୟୋଦୟ- ଘ୦୬/୨୩/୧୯
ସୂର୍ଯ୍ୟାସ୍ତ – ଘ୦୫/୧୧/୫୭

ଯୋଗିନୀ ପୂର୍ବେ
ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର

କାଳବେଳା -ଦିବା ଘ୦୯/୦୬ ଗତେ ଘ୧୦/୨୭ ମଧ୍ୟେ, ବାରବେଳା – ଦିବା ଘ୧୧/୪୭ ଗତେ ଘ୦୧/୧୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୩ ମଧ୍ୟେ ଓ ଘ୦୮/୦୧ ଗତେ ଘ ୦୮/୪୯ ମଧ୍ୟେ ଓ ରାତ୍ରି ଘ୦୬/୦୩ ଗତେ ଘ ୦୬/୧୧ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୩ ଗତେ ଘ ୦୮/୦୦ ମଧ୍ୟେ ଓ ଘ୦୨/୨୩ ଗତେ ଘ ୦୪/୪୫ ମଧ୍ୟେ। ଅଦ୍ୟ ପାଣି କଖାରୁ ଭକ୍ଷଣ ନିଷେଧ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles