ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ ଗାଦିସାହି ଅନ୍ତର୍ଗତ ଗାଦିବ୍ରହ୍ମଙ୍କ ପୀଠରେ ୨୨ ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ୮ ତାରିଖ ଶନିବାର ମାଘ ଶୁକ୍ଳପକ୍ଷ ଏକାଦଶୀ ଠାରୁ ଆରମ୍ଭ ହୋଇ ୮ ତାରିଖ ଅଧିବାସ, ୯ ତାରିଖ ରବିବାର ନାମଯଜ୍ଞ ଏବଂ ୧୦ ତାରିଖ ସୋମବାର ଦିନ ମହୋତ୍ସବ ଏବଂ ନଗର ସଂକୀର୍ତ୍ତନ ସହିତ ଏହା ସମ୍ପର୍ଣ୍ଣ ହୋଇଛି।