Thursday, June 19, 2025

୧୮ ଡିସେମ୍ବର,୨୦୨୩ ସୋମବାର: ଜାଣନ୍ତୁ ଆଜିର ପଞ୍ଚାଙ୍ଗ ଓ ଆପଣଙ୍କ ଆଜିର ରାଶିଫଳ

ପ୍ରାବରଣ ଷଷ୍ଠୀ ବା ଓଢ଼ଣ ଷଷ୍ଠୀ
ଅଦ୍ଯ ଧନୁ ଦି୩ନ, ମାର୍ଗଶୀର ଶୁକ୍ଳ ଷଷ୍ଠୀ ଦ୨୩।୨୭ଦିଘ୩।୪୧,ଶତଭିଷା ଦ୫୦।୧୧ ରାଘ୨।୨୨,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ଧନୁ ଦ୦/୧୫/୪୦ ଇଂଘ୬/୧୮/୧୩ ଗତେ ଉଦୟ।
ମିଥୁନ ଦ୦/୧୫/୦ ଇଂଘ୫/୬/୫୨ ଗତେ ଅସ୍ତ।
(ଅମୃତ)- ଦିବା ଘ୭।୫୫ ମଧ୍ୟେ ଘ ୯।୩୧ ଗତେ ଘ ୧୧।୫୫ ମଧ୍ୟେ ରାତ୍ରି ଘ୭।୩୨ ଗତେ ଘ୧୦।୪୪ ମଧ୍ୟେ ଘ୧।୫୬ ଗତେ ଘ୨।୪୪ ମଧ୍ୟେ । (ମାହେନ୍ଦ୍ର)– ନାସ୍ତି।

◆ ଘାତବାର- ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ
◆ ଘାତଚନ୍ଦ୍ର- ମିଥୁନ, ମୀନ ରାଶିର ବ୍ୟକ୍ତିଙ୍କ ପାଇଁ

● ବର୍ଜନିୟ ଖାଦ୍ଯ- ତାଳ, ପିତା ଦ୍ରବ୍ଯ, ଆମିଷାଦି ଖାଦ୍ଯ

ନିଜ କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଖୁସି ଲାଗି ନୂଆ ଅବସର ଆସିବ।

ଅତୀତ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ହେବ।

ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ଅଧିକ ଧ୍ୟାନ ରହିବ। ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବେ। ପୁରୁଣା ଜମି ବିବାଦ ସମାପ୍ତ ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।

ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନୂଆ କାରବାରରେ ପୁଞ୍ଜି ନିବେଶ ପୂର୍ବରୁ ପରିବାରରେ ବଡ଼ଲୋକଙ୍କ ପରାମର୍ଶ ନିଅନ୍ତୁ।

ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସ‌୍ରେ ସହକର୍ମୀଙ୍କ ଉପରେ ବିରକ୍ତି ହୁଅନ୍ତୁ ନାହିଁ। ବିବାହିତା ମହିଳା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଫୋନ୍‌ରେ କଥା ହେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ।

ବ୍ୟବସାୟୀମାନଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଉତ୍ତମ ବ୍ୟବହାରରେ ଅଫିସ୍‌ର କର୍ମଚାରୀମାନେ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ଆପଣ ନିଜ କାମ ସଂପୂର୍ଣ୍ଣ କରିପାରିବେ। ଆର୍ଥିକ ସୁଧାର ଆସିପାରେ। ପୁଅଝିଅ ଆପଣଙ୍କୁ ଭଲ ଖବର ଶୁଣାଇବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ।

ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଯାନବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁର ସଂପର୍କ ବଜାୟ ରହିବ।

ଶାନ୍ତି ଓ ଧୈର୍ଯ୍ୟ ଧରି କାମ କଲେ ସଫଳତାର ପାହଚ ଚଢ଼ିବେ। ନୂଆ ଯାନବାହନ କିଣିବାର ଆଶା ପୂରଣ ହୋଇପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ।

ଅଫିସ୍‌ରେ କାମ କରିବାରେ ବାଧା ଆସିପାରେ। ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ସଂପନ୍ନ ହେବ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜମି ବେପାରୀଙ୍କ ଲାଗି ଦିନଟି ଶୁଭ।

ଚାକିରରୀ ବୃତ୍ତିରେ ଅଧୁରା ସ୍ବପ୍ନ ପୂର୍ଣ୍ଣ ହୋଇପାରେ। ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଞ୍ଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ।

– ଜ୍ୟୋତିର୍ବିଦ୍ ଆଚାର୍ଯ୍ଯ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ, ହରିଡାମଡା, ମେଣ୍ଢାଶାଳ, ଖୋର୍ଦ୍ଧା- ୭୫୨୦୫୪
ଦୂରଭାଷ- ୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles