ଯୁଗାଦ୍ଦ -୫୧୨୫, ଶକାବ୍ଦ -୧୯୪୫, ସମ୍ବତ -୨୦୮୦, ଦିଲ୍ଲୀ ସ୍ୱରାଦ୍ଧ-୧୪୩୧, ସମ୍ବତ୍ସର- ପିଙ୍ଗଳ।
ପୌଷମାସ-କୃଷ୍ଣପକ୍ଷ, ତିଥି- ଷଷ୍ଠୀ ସଂ ଘ୦୫/୧୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ
ନକ୍ଷତ୍ର- ପର୍ବା ଫା ଦିବା ଘ୧୨/୩୨ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା ଫା
ଚନ୍ଦ୍ର- ସିଂହ ରାତ୍ରି ଘ୦୭/୧୭ ପର୍ଯ୍ୟନ୍ତ ତଦନ୍ତେ କନ୍ୟା। ଯୋଗ- ସୌଭାଗ୍ୟ, କରଣ – ବାଣିଜ୍ୟ। ସୌରମାସ- ଧନୁ ୧୮ ଦିନ। ସୁର୍ୟୋଦୟ- ଘ୦୬/୨୫/୩୬
ସୂର୍ଯ୍ୟାସ୍ତ – ଘ୦୫/୧୫/୨୮
ଯୋଗିନୀ ପଶ୍ଚିମେ ସଂ ଘ୦୫/୧୭ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ। ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର
କାଳବେଳା -ଦିବା ଘ୦୧/୧୩ ଗତେ ଘ୦୨/୩୫ ମଧ୍ୟେ।
ବାରବେଳା – ଦିବା ଘ୦୭/୪୭ ଗତେ ଘ୦୯/୦୮ ମଧ୍ୟେ। ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୫ମଧ୍ୟେ ଓ ଘ୦୯/୦୯ ଗତେ ଘ ୧୨/୦୨ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ ୦୮/୨୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ସଂ ଘ୦୫/୧୯ ଗତେ ଘ ୦୭/୪୦ ମଧ୍ୟେ। ଅଦ୍ୟ ନିମ୍ବ ସଂଘ ୦୫/୧୯ ଗତେ ତାଳ ଭକ୍ଷଣ ନିଷେଧ।