୧୧, ଜାନୁଆରୀ, ୨୦୨୪(ଗୁରୁବାର), ଯୁଗାଦ୍ଦ- ୫୧୨୫, ଶକାବ୍ଦ -୧୯୪୫, ସମ୍ବତ- ୨୦୮୦, ଦିଲ୍ଲୀ ସ୍ୱରାଦ୍ଧ-୧୪୩୧, ସମ୍ବତ୍ସର- ପିଙ୍ଗଳ, ପୌଷମାସ- କୃଷ୍ଣପକ୍ଷ, ତିଥି- ଅମାବାସ୍ୟା ସନ୍ଧ୍ୟା ଘ୦୫/୩୯ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ, ନକ୍ଷତ୍ର- ପୂର୍ବାଷାଢ଼। ରାତ୍ରି ଘ୦୬/୨୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢ଼। ଚନ୍ଦ୍ର-ଧନୁ ରାତ୍ରି ଘ୧୧/୫୧ ପର୍ଯ୍ୟନ୍ତ ତଦନ୍ତେ ମକର। ଯୋଗ- ବ୍ୟାଘାତ କରଣ – ନାଗ। ସୌରମାସ- ଧନୁ ୨୭ ଦିନ।
ଶ୍ରୀମନ୍ଦିରରେ ଓସର୍ବତ୍ରବକଉଳ ଅମାବାସ୍ୟା, ଶ୍ରୀ ଜୀଉଙ୍କର ଵକଉଳଲଆଗଇ, ଶ୍ରୀ ଯଜ୍ଞବରାହଜନ୍ମ,ଶରଣ ଆରମ୍ଭ,ଅଶ୍ଵଥଛାୟାତଳେ ସ୍ନାନ।
ସୁର୍ୟୋଦୟ- ଘ୦୬/୨୭/୪୫, ସୂର୍ଯ୍ୟାସ୍ତ – ଘ୦୫/୨୧/୧୩। ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୩୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ। ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ପ୍ରତିପଦର ପାର୍ବଣ ଶ୍ରାଦ୍ଧ ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ।
ସିଂହ ରାଶିର ଘାତଚନ୍ଦ୍ର। ତୁଳା ଓ କୁମ୍ଭ ରାଶିର ଘାତବାର। କାଳବେଳା ଓ ବାରବେଳା – ଦିବା ଘ୦୨/୪୦ଗତେ ଘ୦୫/୨୨ ମଧ୍ୟେ
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୪ ମଧ୍ୟେ ଓ ରାତ୍ରି ଘ୦୨/୨୮ଗତେ ଘ୦୪/୦୪ ମଧ୍ୟେ। ବିଶୁଦ୍ଧ ମାହେନ୍ଦ୍ର ବେଳା- ନାସ୍ତି। ଅଦ୍ୟ ଆମିଷ ସନ୍ଧ୍ୟା ଘ୦୫/୪୨ ଗତେ ପାଣିକଖାରୁ ଭକ୍ଷଣ ନିଷେଧ