Thursday, June 19, 2025

ଆଇପିଏସ୍ ଅଧିକାରୀ ବି. ରାଧିକାଙ୍କୁ ମିଳିଲା ଅବସର ଅନୁମତି

ଭୁବନେଶ୍ୱର: ୮୯ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ବି. ରାଧିକାଙ୍କୁ ଅବସର ଅନୁମତି ମିଳିଛି। ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଅଧିକା ଏବେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ଏହା ସହିତ ସେ ଫରେନସିକ୍ ଲାବୋରେଟୋରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ। ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ବି. ରାଧିକା। ପୂର୍ବରୁ ବି ରାଧିକା ଏସ୍ଏଫ୍ଏସ୍ଏଲର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ସହିତ ପୋଲିସ୍ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ତୁଲାଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles