ଭୁବନେଶ୍ୱର: ୨୩ ବର୍ଷ ଶାସନରେ ବିଜୁ ଜନତା ଦଳ ତଥା ନବୀନ୍ ସରକାର ଯେଉଁ ମୌଳିକ ସୁବିଧାରୁ ଗ୍ରାମବାସୀ ମାନଙ୍କୁ ବଞ୍ଚିତ କରି ରଖିଥିଲେ, ମୋଦୀ ସରକାର ଏବେ ସେଇସବୁ ସୁବିଧା ଯୋଗାଇ ଦେଉଛନ୍ତି। ଗାଁ’କୁ ଚାଲ ଅଭିଯାନରେ ଯୋଗଦେଇ “ବିଜେଡି ହଟାଓ – ଓଡ଼ିଶା ବଞ୍ଚାଅ” ନ୍ୟାରା ଦେଇ ଶୁଣନ୍ତୁ କ’ଣ କହୁଛନ୍ତି ବିଜେପି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର ..