Thursday, June 19, 2025

ଦିବ୍ୟାଙ୍ଗ ଝିଅଟିର ଚମତ୍କାର ଡ୍ୟାନ୍ସ୍: ଦେଖନ୍ତୁ ଭିଡିଓ ..

ଭୁବନେଶ୍ୱର: ନିୟତି ବେଳେବେଳେ ବଡ଼ ନିଷ୍ଠୁର ହୋଇଥାଏ। କାହାକୁ କେତେବେଳେ ଛୋଟା, ଅନ୍ଧ କିମ୍ବା କୌଣସି ପ୍ରକାରେ ଅପାହିଜ୍ ବା ଦିବ୍ୟାଙ୍ଗ କରି ଜନ୍ମ କରିଥାଏ। ଅନେକ ସମୟରେ ଏପରି ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଭାଗ୍ୟକୁ ନିନ୍ଦି, ଜୀବନ ସେହିପରି ବଞ୍ଚିନିଏ। ଆଉ ବେଳେବେଳେ ଦେଖାଯାଏ, ଶାରୀରିକ ଭାବେ ବିକଳାଙ୍ଗ ହୋଇ ଜନ୍ମ ହୋଇଥିବା ଦିବ୍ୟାଙ୍ଗ ଜଣେ, ମାନସିକ ଭାବରେ କିନ୍ତୁ ସେ ପୂର୍ଣ୍ଣାଙ୍ଗ ଥାଏ। ତାର ଇଛାଶକ୍ତି, ତାର ମନୋବଳ ଆଗରେ ତାର ଅପାହିଜ୍ ଶରୀର ମଧ୍ୟ କମାଲ୍ କରି ଦେଖାଏ। ଦେଖନ୍ତୁ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଦିବ୍ୟାଙ୍ଗ ଝିଅଟିର ଚମତ୍କାର ଡ୍ୟାନ୍ସ୍ ..

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles