Thursday, June 19, 2025

୭,ଡିସେମ୍ବର, ୨୦୨୩ ଗୁରୁବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମାଣବସା ଗୁରୁବାର, ଅଦ୍ଯ ବିଛା ଦି୨୧ନ, ମାର୍ଗଶୀର କୃଷ୍ଣ ଦଶମୀ ଦ୫୭।୨୨,ଉତ୍ତରାଫା ଦ୨।୪୨ ଦିଘ୭।୧୬,କନ୍ୟା ଚନ୍ଦ୍ର ଦ୬୦ ନିଶାନ୍ତ।

ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି।

ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ମହିଳାମାନେ ଅନଲାଇନରେ କିଣାକିଣି କରିବେ। ଶିକ୍ଷାର୍ଥୀଙ୍କୁ ଏକ ସାର୍ଥକ ପଥ ମିଳିବ।

କାହା ସହ ଉଚ୍ଚ ସ୍ବରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ତିଆରି କରିବାକୁ ହେବ। ମହିଳାଙ୍କୁ ପରିବାରର ସାହାଯ୍ୟ ମିଳିବ।

ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। ରାଜନୈତିକ ଲୋକଙ୍କର ମାନ ସମ୍ମାନ ବଢ଼ିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।

ନୂତନ ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ। ସଂଘର୍ଷ କରିବା ପରେ ନିଶ୍ଚୟ ସଫଳ ହେବେ। ଘରୋଇ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି।

ଘର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ବନ୍ଧୁଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। କୋର୍ଟ କ‌ଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ଭାଇଙ୍କ ସହଯୋଗରେ ନୂଆ ବେପାର ଆରମ୍ଭ କରିବାକୁ ଭାବିପାରନ୍ତି।

ଆର୍ଥିକ ରୂପେ ସଫଳତା ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ପ୍ରିୟବନ୍ଧୁଙ୍କ ସହ କଥା ହୋଇ ଭଲ ଲାଗିବ।

ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ।

ବାପା ମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ।

ଭାବିଚିନ୍ତି ବ୍ୟବସାୟରେ ଚୁକ୍ତି କରନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।

ଜ୍ୟୋତିର୍ବିଦ୍ ଆଚାର୍ଯ୍ୟ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ, ହରିଡାମଡା, ମେଣ୍ଢାଶାଳ
ଖୋର୍ଦ୍ଧା ୭୫୨୦୫୪
ଦୂରଭାଷ-୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles