କାଞ୍ଜିଅଁଳା ଓଷା କଥା ..

ଶୁଣ ସୁଜନେ କାଞ୍ଜିଅଁଳା ଓଷା କଥା। ପୂଜିଲେ ମନରୁ ଛାଡ଼ଇ ବ୍ୟଥା।। ସେ ଯେ ସାଧବ ଘର ସାନବୋହୂ। ଗର୍ଭ ଚାରିମାସ ହୋଇଛି ସେହୁ।। କଖାରୁ ତିଅଣ ଖାଇତେ ମନ। ପଡ଼ିଶା କଖାରୁ ଆଣି ବହନ।। ଦୋଷମାଳି ସ୍ଥାନରେ କଖାରୁ ଥିଲା। ସେ ପାଣି କଖାରୁ ଘେନି ଅଇଲା।। ନ କହିଣ ତାକୁ ତୋଳିଣ ଆଣି। ତିଅଣ କରିଣ ଖାଇଲା ପୁଣି।। କଖାରୁଟି ମୋର କିଏ ଖାଇଲା। ମତେ ତ ନ କହି ଘେନିଣ ଗଲା।। ପେଟପିଲା … Continue reading କାଞ୍ଜିଅଁଳା ଓଷା କଥା ..