Wednesday, June 18, 2025

ବିମାନ ଦୁର୍ଘଟଣା: ଜଳିଗଲେ ୭୪ ଯାତ୍ରୀ

ନୂଆଦିଲ୍ଲୀ: ୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ- ୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଥିବା ସୂଚନା ମିଳିଛି। ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଋଷ ପକ୍ଷରୁ ସୂଚନା ମିଳିଛି। ୬୫ ଯୁଦ୍ଧବନ୍ଦୀଙ୍କ ସମେତ ୬ ପାଇଲଟ ଓ ଟିମ ଏଥିସହ ଅନ୍ୟ ୩ ଜଣ ବିମାନରେ ଯାତ୍ରା କରୁଥିଲେ। ହଠାତ ମଝି ଆକାଶରେ ବିମାନଟି କ୍ରାସ ହୋଇଯାଇଥିଲା। କୋରୋଚସ୍କି ଜିଲ୍ଲା ନିକଟରେ ଏହି ଦୁର୍ଘଟଣା ଘଟିଛି ବୋଲି ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ସୂଚନା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles