ମାଣବସା ଗୁରୁବାର, ଅଦ୍ଯ ବିଛା ଦି୨୧ନ, ମାର୍ଗଶୀର କୃଷ୍ଣ ଦଶମୀ ଦ୫୭।୨୨,ଉତ୍ତରାଫା ଦ୨।୪୨ ଦିଘ୭।୧୬,କନ୍ୟା ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୩/୪୬/୨୦ ଇଂଘ ୬/୧୦/୫୧ ଗତେ ଉଦୟ।
ବୃଷ ଦ୩/୫୨/୫୦ ଇଂଘ୫/୦୨/୫୫ ଗତେ ଅସ୍ତ।
ଯୋଗିନୀ ଉତ୍ତରେ। ନିଃଘ୫।୮ ଗତେ ଅଗ୍ନିକୋଣେ।ଦିବା ଘ୪।୫୧ ମଧ୍ୟେ ଯାତ୍ରା ଶୁଭ। ଦିବା ଘ୪।୫୧ ମଧ୍ୟେ ଦେବତାଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି। ଦିବା ଘ୭।୧୬ ଗତେ ଚିତ୍ରା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର। ଦିବା ଘ୨।୨୧ ଗତେ ଘ୫।୩ ମଧ୍ୟେ କାଳ ଓ ବାରବେଳା। ରାତ୍ରି ଘ୧୧।୩୯ ଗତେ ଘ୧।୧୮ ମଧ୍ୟେ କାଳରାତ୍ରି। ମୃତେ ଦିବା ଘ୭।୧୬ ମଧ୍ୟେ ପାଦ ଦୋଷ। ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ। ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ। ମାଣବସା ଗୁରୁବାର ଓଷା ।
(ଅମୃତ) – ଦିବା ଘ୭।୪୯ ମଧ୍ୟେ ଘ୨।୧୩ ଗତେ ଘ୩।୪୯ ମଧ୍ୟେ ରାତ୍ରି ଘ୫।୫୧ ଗତେ ଘ୯।୩ ମଧ୍ୟେ ଘ୧।୨୭ ଗତେ ଘ୨।୩୯ ମଧ୍ୟେ ଘ୩।୨୭ ଗତେ ଘ୫।୩ ମଧ୍ୟେ। (ମାହେନ୍ଦ୍ର) – ନାସ୍ତି।